The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଟିଭି ଆକ୍ଟର ଆଶିଷ କପୁର ଗିରଫ

Facebook
Twitter
LinkedIn

ମୁମ୍ବାଇ : ଟିଭି ଆକ୍ଟର ଆଶିଷ କପୁର ଗିରଫ । ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ । ଜଣେ ୨୭ ବର୍ଷୀୟ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ । ଆଶିଷଙ୍କୁ ମହାରାଷ୍ଟ୍ରର ପୁନେରୁ ଗିରଫ କରାଯାଇଛି । ନର୍ଥ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଜଣେ ୨୭ ବର୍ଷୀୟ ମହିଳା ତାଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଛନ୍ତି ।ଦିଲ୍ଲୀ ପୋଲିସ କହିଛି ଯେ ଆଶିଷ କପୁର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଛନ୍ତି । ମହିଳା ଜଣକ ତାଙ୍କ ବିରୋଧରେ ନର୍ଥ ଦିଲ୍ଲୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାୟର କରିଥିଲେ । ପୋଲିସ ଆଶିଷ କପୁରଙ୍କୁ ଖୋଜୁଥିଲା । ତାଙ୍କର ଲୋକେସନ୍ ପୁଣେରେ ମିଳିଛି, ଯେଉଁଠାରୁ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଆଶିଷ ଗତ ମାସରେ ଦିଲ୍ଲୀରେ ଏକ ହାଉସ୍ ପାର୍ଟି ସମୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ପୋଲିସ ଏ ନେଇ ତଦନ୍ତ ଚଳାଇଛି । ୟେ ରିସ୍ତ କ୍ୟା କେହଲାତା ହୈ ସିରିୟଲରେ ଅଭିନୟ କରିଥିଲେ ଆଶିଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login