ବ୍ୟୁରୋ : କଖାରୁ କ୍ୟାଲୋରୀ, ପ୍ରୋଟିନ , କାର୍ବୋହାଇଡ୍ରେଟ୍, ଆଇରନ, ଫାଇବର, ସୋଡିୟମ ଏବଂ ଫୋଲେଟ୍ ଭଳି ପୁଷ୍ଟିକର ତତ୍ତ୍ୱରେ ଭରପୂର । ଏହା ବ୍ୟତୀତ ଏଥିରେ ଭିଟାମିନ-ସି, ଭିଟାମିନ ଇ ର ଗୁଣ ମଧ୍ୟ ମିଳିଥାଏ ।
କଖାରୁରେ ଆଣ୍ଟି-ଡାଇବେଟିକ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-କାର୍ସିନୋଜେନିକ ଏବଂ ଆଣ୍ଟି-ଇମ୍ଫ୍ଲେମାଟ୍ରି ଗୁଣ ମଧ୍ୟ ମିଳିଥାଏ। ଏଥିରେ ଥିବା ଲାଭକାରୀ ଗୁଣ ଯୋଗୁଁ ଏହା ପେଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ହାର୍ଟଜନିତ ସମସ୍ୟା ଏବଂ କେଶ ଜନିତ ସମସ୍ୟାଠାରୁ ଦୂରରେ ରଖିଥାଏ ।
ଏଥିରେ ଥିବା ଭିଟାମିନ୍ ସି ଏବଂ ଭିଟାମିନ୍ ଇ ଗୁଣ ଥିବାରୁ ଏହାକୁ କେଶ ଏବଂ ଚର୍ମ ପାଇଁ ଭଲ ବୋଲି ବିବେଚନା କରାଯାଏ । ଯାହା ପାଚନ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଓଜନ ହ୍ରାସ କରିବାରେ ସହାୟକ କରିଥାଏ ।
ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ ଏହି ସମସ୍ୟା ପାଇଁ କଖାରୁ ବେଷ୍ଟ ହୋଇଥାଏ । କଖାରୁ ମଞ୍ଜିରେ ଫାଇବର ଗୁଣ ଥାଏ । ଯାହା ପାଚନ କ୍ରିୟାକୁ ମଜବୁତ କରିଥାଏ । ଏସିଡିଟି ଏବଂ ପେଟ ଜଳିବା ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।
କଖାରୁ ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । ଭିଟାମିନ୍ ସି ରେ ଭରପୁର ଥିବା କଖାରୁ ଆମ ଶରୀରରେ ଇନସୁଲିନ୍ ମାତ୍ରାକୁ କଣ୍ଟ୍ରୋଲ କରିବା ସହ ବଢିଥିବା ସୁଗାର ମାତ୍ରାକୁ ମଧ୍ୟ କମ୍ କରିଥାଏ । ଡାଇବେଟିସ୍ ରୋଗୀଙ୍କୁ ସପ୍ତାହରେ ଅତି କମ୍ ରେ ୨ ଥର କଖାରୁ ଖାଇବା ଜରୁରୀ ବୋଲି କୁହାଯାଇଛି ।
ବର୍ତ୍ତମାନ ସମୟରେ ଛୋଟରୁ ଆରମ୍ଭ କରି ବଡ଼ ପର୍ୟ୍ୟନ୍ତ ସମସ୍ତଙ୍କ ପାଖରେ ଆଖି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ କଖାରୁରେ କ୍ୟାରୋଟିନ୍ ଥିବାରୁ ଆଖିକୁ ସୁସ୍ଥ ରଖିଥାଏ । ଏଥି ସହ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ ।
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଖାରୁ….
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







