The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଟନେଲ ଟ୍ରାଜେଡି ; ୫ଟା ସୁଦ୍ଧା ବଡ ଖବର

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ୫ଟା ସୁଦ୍ଧା ମିଳିପାରେ ବଡ ଖବର । ଆଉ ୨-୩ ମିଟର ବାକି ଥିବା କହିଲେ ଟନେଲ ଏକ୍ସପର୍ଟ । ବିଦେଶୀ ଟନେଲ ଏକ୍ସପର୍ଟ କ୍ରିସ କୂପରଙ୍କ ବଡ ସୂଚନା । ଆମେ ଏବେ ଖୋଳା ଜାରି ରଖିଛୁ , ଆଉ କିଛି ମିଟର ବାକି ଅଛି । ଆମ ଆକଳନ ଅନୁସାରେ ଆଉ ୨-୩ ମିଟର ବାକି ଅଛି । ସଂଧ୍ୟା ୫ଟା ସୁଦ୍ଧା କିଛି ଫଳାଫଳ ମିଳିପାରେ କହିଲେ କୁପର । ଭର୍ଟିକାଲ ବିଲ୍ଡିଂ ବନ୍ଦ କରାଯାଇଥିବା ମଧ୍ୟ ସୂଚନା ଦେଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login