The Ultimate Managed Hosting Platform
ADVERTISEMENT

ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ ନୂଆ ଭିସି

Facebook
Twitter
LinkedIn

ଭୁବନେଶ୍ୱର : ଉତ୍କଳ ୟୁନିଭର୍ସିଟିର ଅସ୍ଥାୟୀ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ । ରାଜଭବନ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ନୂଆ ଭିସିଙ୍କ ନିଯୁକ୍ତି ପର୍ୟ୍ୟନ୍ତ ଦାୟିତ୍ୱରେ ରହିବେ । ବାୟୋଟେକ୍ନୋଲୋଜି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ । ପ୍ରଫେସର ସବିତା ଆଚାର୍ୟ୍ୟଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ୩ଦିନ ଧରି ବିନା କୁଳପତିରେ ଚାଲିଥିଲା ବିଶ୍ୱବିଦ୍ୟାଳୟ । ସେହିଦିନ ଠାରୁ ଖାଲି ପଡ଼ିଥିଲା ଭିସି ପଦବୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login