The Ultimate Managed Hosting Platform
ADVERTISEMENT

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ

Facebook
Twitter
LinkedIn

ଝାରସୁଗୁଡା: ଛତିଶଗଡରୁ ଭାସି ଆସି ଓଡିଶାରେ ଲାଗିଲେ । ମହାନଦୀରେ ପ୍ରାୟ ୫୦ କିମି ଭାସି ଆସିଲେ ମହିଳା । ଝାରସୁଗୁଡା ପଲସଦାରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମତ୍ସ୍ୟଜୀବୀ । ତେବେ ମହିଳା ଜଣକ କିପରି ଏତେ ବାଟ ଭାସି ଆସିଲେ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଗୋଡରେ ଶିକୁଳି ବନ୍ଧା ହୋଇଥିବା ଜଣାପଡିଛି । ପଲସଦା ଘାଟରୁ ମହିଳାଙ୍କୁ ଉଦ୍ଧାର କରିବା ପରେ ମହିଳା ସୁସ୍ଥ ଥିବା ଜଣା ପଡିଛି । ମହିଳାଙ୍କ ନାମ ସରୋଦିନୀ ରଣବୀର । ସେ ଛତିଶଗଡର ପୁରତ ଗ୍ରାମର । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଥାନାକୁ ନେଇ ଯିବେ ବୋଲି ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login