The Ultimate Managed Hosting Platform
ADVERTISEMENT

ଘରେ କେହି ନଥିବା ବେଳେ ଲୁଟି ନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ତାଳଚେର : ଘରେ କେହି ନ ଥିବା ବେଳେ ଲୁଟି ନେଲେ ଦୁର୍ବତ୍ତ । ମାଲିକ ଆସିଯିବାରୁ ଆକ୍ରମଣ କରି ଲୁଟିନେଲେ । ତାଳଚେର ଦେଉଳବେଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାର ଘରେ ତାଲା ପକାଇ ଏକ କାର୍ୟ୍ୟକ୍ରମରେ ଯାଇଥିଲେ । ଅଶୋକ ଏବଂ ତାଙ୍କ ଭଣଜା ଘରକୁ ଫେରି ଘର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ତେବେ ଦୁଇ ଦୁର୍ବୃତ୍ତ ଭୁଜାଲିରେ ଦୁଇ ଜଣଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଆଲମିରା ଭାଙ୍ଗି ଲକ୍ଷେ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login