ବାଲେଶ୍ୱର : ଗିଜର ମେସିନ ସଜାଡିବା ବେଳେ ମିସ୍ତ୍ରୀଙ୍କ ମୃତ୍ୟୁ । ସହଦେବଖୁଣ୍ଟା ଥାନା ଅରଡ ବଜାର ୩୧ନଂ ୱାର୍ଡରେ ଦୁଃଖଦ ଘଟଣା । ଗିଜର ମେସିନ ସଜାଡିବା ବେଳେ ବିତ୍ୟିଦ ସଂସ୍ପର୍ଶରେ ଆସି ମୃତ୍ୟୁ । ମୃତ ଯୁବକ ହେଲେ ଅଚ୍ୟୁତ ବେହେରା। ଏହି ଘଟଣା ନେଇ ଉଭୟ ହରିପୁର ଓ ସାର୍ଥା ଗାଁରେ ଶୋକର ଛାୟା ଖେଳିଯାଇଛି।
Views: 29