The Ultimate Managed Hosting Platform
ADVERTISEMENT

ମିଲରମାନେ ଚାଷୀଙ୍କୁ ହଇରାଣ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଯୋଗାଣମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର ; ମିଲରମାନଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ଯେଉଁ ମିଲରମାନେ ଅଧିକ କଟନି ଛଟନି କରୁଛନ୍ତି, କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛିଜ୍ଝ ଯେଉଁ ମିଲରମାନେ ସରକାରଙ୍କ ନିୟମ ମାନିବେ ନାହିଁ, ମନମାନି କରିବେ ପୁରୁଣା ନୀତିରେ ଚାଲିବେ, ସେମାନଙ୍କୁ ବରଦାସ୍ତ କରାଯିବନାହିଁ। ତାହା ଏବେ ଚଳିବ ନାହିଁ। ନୂଆ ସରକାର ନୂଆ ନୀତିରେ ଚାଲିବ। କୃଷକମାନଙ୍କୁ ହଇରାଣ କଲେ କାର୍ୟ୍ୟାନୁଷ୍ଠାନ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login