The Ultimate Managed Hosting Platform
ADVERTISEMENT

କୋହଳ ହେବ କଏଦୀଙ୍କ ସଜା

Facebook
Twitter
LinkedIn

ଭୁବନେଶ୍ୱର : ଜେଲ୍ ପ୍ରତିଷ୍ଠା ଦିବସରେ ଜେଲ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି । କୋହଳ ହେବ କଏଦୀଙ୍କ ସଜା । ୪୦୦ କଏଦୀଙ୍କର କୋହଳ ହେବ ସଜା । ଜେଲ ଡିଜିଙ୍କ କ୍ଷମତା ବଳରେ କଏଦୀଙ୍କ ସଜା କମ ହେବାକୁ ଯାଉଛି । ଜେଲରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା କଏଦୀ ମାନଙ୍କର ସଜା କୋହଳ କରାଯିବ । ମୁକ୍ତି ପାଇବାକୁ ଯାଉଥିବା କଏଦୀ ମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଜେଲ ମାନୁଆଲ ରୁଲ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ ଡିଜିଙ୍କର ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login