ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ। ଏହାରି ମଧ୍ୟରେ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। କିନ୍ତୁ ଏପରି ସ୍ଥିତିରେ ଯଦି ଆମେ ଘରୋଇ ଉପଚାର କୁ ଆପଣାଇବା ତେବେ ଆମ ପାଖରେ ସେତିିକି ସମୟ ହୁଏନାହିଁ।
ଆପଣ ଏହିସବୁ ମଞ୍ଜିକୁ କଞ୍ଚା ନଚେତ ସିଝାଇ ଖାଇପାରିବେ। କେଶର ଗ୍ରୋଥକୁ ବଢ଼ାଇବା ପାଇଁ ଏହି ମଞ୍ଜି ଖୁବ ଭଲ ହୋଇଥାଏ।
-କଖାରୁ ମଞ୍ଜି ଏବଂ ମେଥି ମଞ୍ଜି ଏଥିପାଇଁ ସବୁଠୁ ଭଲ ହୋଇଥାଏ। ଏହାସହିତ ଆପଣ ହେଲଦି ଡାଏଟ ଏବଂ ଭଲ ଲାଇଫଷ୍ଟାଇଲକୁ ମେଣ୍ଟେନ କରିବା ଜରୁରୀ। ଯଦି ଆପଣ ବି ହେୟାର ଗ୍ରୋଥ ପାଇଁ ଚାହୁଁଛନ୍ତି ତେବେ ଏସବୁକୁ ନିଜ ଡାଏଟରେ ସାମିଲ କରନ୍ତୁ।
-ରାଶି ମଞ୍ଜିକୁ ଆପଣ ନିଜ ହେୟାର ଗ୍ରୋଥ ପାଇଁ ବ୍ୟବହାର କରିପାରିବେ। ଏହାକୁ ଆପଣ ପରିବା କିମ୍ବା ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।
-ସୂର୍ୟ୍ୟମୂଖୀ ମଞ୍ଜି ମଧ୍ୟ ହେୟାର ଗ୍ରୋଥ ପାଇଁ ସବୁଠୁ ଭଲ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଇ ରହିଛି। ଓମେଗା ୩ ଫ୍ୟାଟି ଏସିଡ ଏବଂ ଜିଙ୍କ ମଧ୍ୟ ସାମିଲ ରହିଛି।
-କଖାରୁ ମଞ୍ଜିରେ ଜିଙ୍କ, ସିଲେନିୟମ, କପର, ମାଗ୍ନେସିୟମ. ଆଇରନ, କ୍ୟାଲସିୟମ, ଭିଟାମିନ ଏ, ବି , ସି ଭଳି ପୋଷକ ତତ୍ତ୍ୱ ଭରପୂର ରହିଛି।
-ମେଥି ଦାନା କେଶ ବୃଦ୍ଧି ପାଇଁ ଖୁବ ଉତ୍ତମ ହୋଇଥାଏ। ଏହାକୁ ଖାଇବା ସହ ଆପଣ ଏହାକ ୁ ନଡ଼ିଆ ତେଲରେ ପକାଇ କେଶରେ ଲଗାଇପାରିବେ।
କେଶ ବୃଦ୍ଧି ପାଇଁ ପ୍ରତିଦିନ ଖାଆନ୍ତୁ ଏହିସବୁ ମଞ୍ଜି

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...