କାମାକ୍ଷାନଗର : କୁଖ୍ୟାତ ଅପରାଧିକୁ ଏନକାଉଣ୍ଟର କଲା କାମାକ୍ଷାନଗର ପୋଲିସ । କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର । ନିକଟସ୍ଥ ଖୁଣ୍ଟା ପୋଷି ଜଙ୍ଗଲରେ ପିଛା କରି ଏନକାଉଣ୍ଟର । ସୂଚନା ଅନୁଯାୟୀ, ସୁବାସର ଗୋଡରେ ବାଜିଛି ଗୁଳି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ରହିଛି ସଙ୍ଗୀନ ଅଭିଯୋଗ। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।
Views: 60