ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଛତିଶଗଡର ରାହୁଲ ଯାଦବ । ପ୍ରଥମ ବର୍ଷ କମ୍ପୁ୍ୟଟର ସାଇନ୍ସ ବିଭାଗର ଛାତ୍ର ହୋଇଥିବା ସୂଚନା ରହିଛି । ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର । ଜୀବନ ହାରିଥିବା ସନେ୍ଦହ କରାଯାଉଛି । ଇନଫୋସିଟି ପୋଲିସର ତଦନ୍ତ ଜାରି ।
Views: 15











