The Ultimate Managed Hosting Platform
ADVERTISEMENT

କନ୍ୟା ସନ୍ତାନକୁ ଜନ୍ମ ଦେଲେ ରାଜକୁମାର ରାଓ-ପତ୍ରଲେଖା

Facebook
Twitter
LinkedIn

ମୁମ୍ବାଇ : ରାଜକୁମାର ରାଓ ଏବଂ ପତ୍ରଲେଖା କନ୍ୟା ସନ୍ତାନକୁ ଜନ୍ମ ଦେଇ ବଲିଉଡର ପ୍ୟାରେଣ୍ଟସ୍ କ୍ଲବରେ ସାମିଲ ହୋଇଛନ୍ତି । ଶନିବାର ଅର୍ଥାତ୍ ଆଜି ଦମ୍ପତ୍ତି ଏହି ଖୁସି ଖବରକୁ ସମସ୍ତଙ୍କ ସହ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବା ପରେ ସେମାନଙ୍କ ପାଖରୁ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଖାସ୍ କଥା ହେଉଛି ଯେ, ଦମ୍ପତ୍ତି ସେମାନଙ୍କ ଚତୁର୍ଥ ବିବାହବାର୍ଷିକୀରେ କନ୍ୟା ସନ୍ତାନକୁ ଜନ୍ମ ଦେଇ ପିତା-ମାତା ହୋଇଛନ୍ତି । ରାଜକୁମାର ରାଓ ଏବଂ ପତ୍ରଲେଖା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ସହ ସେମାନେ ବହୁତ ଖୁସି ବୋଲି ଲେଖିଛନ୍ତି । ଏଥିସହ ସୁନ୍ଦର ଝିଅ ସହ ବିବାହ ବାର୍ଷିକୀରେ ଭଗବାନଙ୍କର ସେମାନଙ୍କୁ ଏହା ବଡ଼ ଆଶୀର୍ବାଦ ବୋଲି କ୍ୟାପସନରେ ଲେଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login