ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ ଦେଲା ୯ ଗ୍ୟାରେଣ୍ଟି । କୃଷି ରୁଣ ଛାଡ, ଧାନ କୁଇଣ୍ଟାଲ ୩ ହଜାର , ଚାଷୀଙ୍କୁ ୨ ହଜାର ଭତ୍ତା , ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ ଘୋଷଣା , ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି , ବେକାରୀ ଭତ୍ତା ମାସିକ ୩ ହଜାର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ରୁଣ ଛାଡ କରିବାକୁ ମଧ୍ୟ ଘୋଷଣା । ବାର୍ଦ୍ଧକ୍ୟ / ବିଧବା ଭତ୍ତା ମାସିକ ୨ ହଜାର, ପରିବାରକୁ ୫ ଶହରେ ସିଲିଣ୍ଡର । ପ୍ରେସମିଟରେ ଘୋଷଣା କଲେ ପିସିସି ପ୍ରଭାରୀ, ସଭାପତି, ବରିଷ୍ଠ ନେତା ।
Views: 53