The Ultimate Managed Hosting Platform
ADVERTISEMENT

ବନ୍ୟପ୍ରାଣୀଙ୍କ ସହ ସେଲଫି ମନା

Facebook
Twitter
LinkedIn

ଭୁବନେଶ୍ୱର : ବନାପ୍ରାଣୀଙ୍କ ସହ ସେଲଫି ବାରଣ ନେଇ ସଚେତନତା ସୃଷ୍ଟି ନିଦେ୍ର୍ଦଶ । ସବୁ ଡିଏଫଓ, ଶିମିଳିପାଳ ଓ ନନ୍ଦନକାନନ କର୍ତ୍ତୁପକ୍ଷଙ୍କୁ ଚିଠି କଲେ ପିସିସିଏଫ । ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆଇନ ବିରୋଧୀ । ଏଭଳି କଲେ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା । ଏ ନେଇ ଲୋକଙ୍କୁ ସଚେତନତ କରିବାକୁ ପରାମର୍ଶ ଦେଲେ ପିସିସିଏଫ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login