ଭଦ୍ରକ : ରାସ୍ତା ପାଶ୍ୱର୍କୁ ଓଲଟି ପଡିଲା ଯାତ୍ରୀବାହୀ ବସ । ୧୫ ଜଣ ଆହତ । ଭଦ୍ରକରୁ ବାସୁଦେବପୁର ଆସିଲା ବେଳେ ସାବରଙ୍ଗ ଛକରେ ଓଲଟିଲା । ଦୁର୍ଘଟଣାଗ୍ରସ୍ତ ବସ ଭିତରେ ୨ ଜଣ ଫସି ରହିଥିବା ସୂଚନା । ଅଗ୍ନିଶମ ବାହିନୀ ଦ୍ୱାରା ଫସି ରହିଥିବା ୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ।
ବାହାନଗା ରେଳ ଦୁର୍ଘଟଣା : ଏସସିବିରେ ଆଉ ଜଣଙ୍କର ମୃତ୍ୟୁ
Views: 97











