The Ultimate Managed Hosting Platform
ADVERTISEMENT

ପୁଣି ଇତିହାସ ରଚିଲେ ନୀରଜ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଥଲେଟ ନୀରଜ ଚୋପ୍ରାଙ୍କ ଆଉ ଏକ ସଫଳତା । ଲୁସାନେ ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ହାସଲ କଲେ ନୀରଜ । ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ଚାମ୍ପିଅନ ହେଲେ ନୀରଜ । ଚଳିତ ସିଜିନରେ ନୀରଜଙ୍କ ଏହା ଦ୍ୱିତୀୟ ବିଜୟ । ଦୋହା ଡାଇମଣ୍ଡ ଲିଗରେ ବି ଚାମ୍ପିଅନ ହୋଇଥିଲେ ନୀରଜ ।
ଆପଣଙ୍କୁ ଏଠାରେ ଜଣାଇଦେବୁ କି, ଏହା ହେଉଛି ଭାରତୀୟ ଜାଭେଲିନ୍ ତାରକା ନୀରଜଙ୍କ ଦ୍ୱିତୀୟ ଗୋଲ୍ଡ । ସେ ଦୋହା ଡାଇମଣ୍ଡ ଲିଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ, ଏହା ହେଉଛି ନୀରଜଙ୍କ ଅଷ୍ଟମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ । ଏହାପୂର୍ବରୁ ସେ ଏସୀୟ ଗେମ୍ସ, ଦକ୍ଷିଣ ଏସୀୟ ଗେମ୍ସ, ଅଲିମ୍ପିକ ଗେମ୍ସ ଏବଂ ଡାଇମଣ୍ଡ ଲିଗ୍ ଭଳି ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login