ବାହାନଗା ରେଳ ଦୁର୍ଘଟଣା : ଏସସିବିରେ ଆଉ ଜଣଙ୍କର ମୃତ୍ୟୁ
କଟକ : କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୩ରେ ପହଂଚିଛି । ତେବେ ମୃତକ ଜଣକ ହେଲେ ବିହାରର ମନୀଷ କୁମାର(୨୪)। ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାରେ ବ୍ୟାପକ ଭାବରେ ଦେହରେ କ୍ଷତ ହୋଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି। … Continue reading ବାହାନଗା ରେଳ ଦୁର୍ଘଟଣା : ଏସସିବିରେ ଆଉ ଜଣଙ୍କର ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed