The Ultimate Managed Hosting Platform
ADVERTISEMENT

ଓଲଟିଲା ବସ , ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା । ୨୧ ଯବାନ ଆହତ

Facebook
Twitter
LinkedIn

ନୂଆଦିଲ୍ଲୀ : ଓଲଟିଲା ବସ । ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ହେମାଗାର୍ଡ ଓ ପୁଲିସ କର୍ମଚାରୀ ସମତେ ୪୦ଜଣ ଯବାନଙ୍କୁ ନେଇ ଆସୁଥିବା ଏକ ବସ୍ ବୈତୁଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଯବାନମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଏସଡିପିଓ ଶାଲିନୀ ପାରସ୍ତେ ଏହି ଦୁର୍ଘଟଣାକୁ ନେଇ କହିଛନ୍ତି, ଶନିବାର ସକାଳ ପ୍ରାୟ ୪.୧୫ ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବସରେ ରାଜଗଡ ଜିଲ୍ଲାର ୫ଜଣ ପୁଲିସ କର୍ମଚାରୀ ଓ ହେମଗାର୍ଡ ରହିଥିଲେ। କିନ୍ତୁ ବୈତୁଲ ନିକଟରେ ଏକ ଟ୍ରକ ସହିତ ସେମାନଙ୍କ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login