The Ultimate Managed Hosting Platform
ADVERTISEMENT

ଟ୍ରାଫିକ ପୋଲିସଙ୍କ ହେଲମେଟରେ ଏସି ବ୍ୟବସ୍ଥା

Facebook
Twitter
LinkedIn

ଭୁବନେଶ୍ବର: ଟ୍ରାଫିକ ପୋଲିସଙ୍କ ହେଲମେଟରେ ଏସି ବ୍ୟବସ୍ଥା । ଖରା ପାଇଁ ଏୟାର କୁଲିଙ୍ଗ ହେଲମେଟ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। କମିଶନରେଟ ପୋଲିସରେ କାର୍ୟ୍ୟରତ ସମସ୍ତ ଟ୍ରାଫିକ କର୍ମଚାରୀ ମାନେ ପ୍ରଚଣ୍ତ ଖରାରୁ ନିସ୍ତାର ପାଇବେ। ସେଥିପାଇଁ ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login