The Ultimate Managed Hosting Platform
ADVERTISEMENT

ଏ ବର୍ଷ ସ୍ବାଭାବିକ ମୌସୁମୀ : ଆଇଏମଡି ଡିଜି

Facebook
Twitter
LinkedIn

ନୂଆଦିଲ୍ଲୀ: ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା । ପ୍ରେସମିଟ୍ କରି ଏହି ଆଶ୍ବସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ବର୍ଷ ସାରାଦେଶରେ ୯୬ ପ୍ରତିଶତ ବର୍ଷା ନେଇ ଆକଳନ କରାଯାଇଛି । ତେବେ ଉପଦ୍ବୀପ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ । ଏବେ ଲାନିନୋ ବର୍ଷ ଶେଷ ହେବା ପରେ ଏବେ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି ।
ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିବ । ବର୍ଷାର ପରିମାଣ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଏ । ଏଥର ମଧ୍ୟ ପ୍ଲସ ମାଇନସ ୫ ପ୍ରତିଶତ ରହିବ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପଜିଟିଭ କଣ୍ଡିସନ ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login