The Ultimate Managed Hosting Platform
ADVERTISEMENT

ଏଥର ନିର୍ଣ୍ଣାୟକ ଲଢେଇ :ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଆତଙ୍କବାଦୀଙ୍କ ବିରୋଧରେ କଡା ଆଭିମୁଖ୍ୟ । ମାନବ ଜାତି ଉପରେ ଆତଙ୍କବାଦ ସବୁଠୁ ବଡ ବିପଦ କହିଲେ । ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ବର୍ଷିଲେ । ପହଲଗାମ ଆକ୍ରମଣ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଲେ । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢେଇ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ପୁଣି ଥରେ ଚେତାବନୀ ଦେବା ସହ ସୀମାରେ ଅରାଜକତା ସୃଷ୍ଟିକାରୀ ଶକ୍ତିଙ୍କ ବିରୋଧରେ କଠୋରରୁ କଠୋରତମ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login