The Ultimate Managed Hosting Platform
ADVERTISEMENT

ଆମେରିକାରେ ସରକାରୀ ଛୁଟି ଦିବସ ହେବ ଦୀପାବଳି !

Facebook
Twitter
LinkedIn

ନୂଆଦିଲ୍ଲୀ : ହିନ୍ଦୁ ପର୍ବ ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଶୁକ୍ରବାର ଦିନ ଜଣେ ବିଶିଷ୍ଟ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଚିଠା ଆଗତ କରିଛନ୍ତି। ଏହି ଚିଠା ବା ‘ବିଲ୍’ ଆଗତ କରିଥିବା ମହିଳା କଂଗ୍ରେସ ସାଂସଦ ଗ୍ରେସ୍ଡ୍ ମେଙ୍ଗ୍ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମଗ୍ର ବିଶ୍ବରେ କୋଟି କୋଟି ଜନତା ତଥା କୁଇନ୍ସ୍, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଅଗଣିତ ପରିବାର ଏବଂ ସମ୍ପ୍ରଦାୟଙ୍କ ଲାଗି ଦୀପାବଳି ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନମାନଙ୍କରୁ ଗୋଟିଏ ଦିନ । ‘ଦି ଦିୱାଲି ଡେ ଆକ୍ଟ୍’ କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇଁ ପଠାଯିବ। ରାଷ୍ଟ୍ରପତି ସ୍ବାକ୍ଷର କଲେ ଆମେରିକାରେ ଦୀପାବଳି ହେବ ସରକାରୀ ସ୍ବୀକୃତିପ୍ରାପ୍ତ ୧୨ଶ ଛୁଟି ଦିବସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login