The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିରରେ ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର

Facebook
Twitter
LinkedIn

ପୁରୀ: ଶ୍ରୀମନ୍ଦିରରେ ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର। ଡାଲି ବୋହିବା ସମୟରେ ଘଟିଛି ଅଘଟଣ। ପ୍ରଥମ ଭୋଗମଣ୍ଡପରେ ଡାଲି ବୋହିବା ବେଳେ ଆହତ ହେଲେ ଦୁଇଜଣ ବୋଝିଆ। ଆହତ ଦୁଇଜଣ ହେଉଛନ୍ତି ପପି ପ୍ରଧାନ ଓ ପ୍ରଦୀପ ସାହୁ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login