The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ୨୪ ନୂଆ ମନ୍ତ୍ରୀଙ୍କୁ ମିଳିଲା ସ୍ଥାନ

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟର ଆଜି ହୋଇଛି ସମ୍ପ୍ରସାରଣ । ଶପଥ ଗ୍ରହଣ କରିଛନ୍ତି ୨୪ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡି. ଶିବକୁମାରଙ୍କ ସହ ୧୦ ମନ୍ତ୍ରୀ ଶପଥ ନେଇଥିବାବେଳେ ଆଜି ଆଉ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ତେବେ ନୂଆ କ୍ୟାବିନେଟରେ ଜାତି ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରିଛନ୍ତି ସିଦ୍ଦରମୟା । ଆଜି ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ଅନୁସୂଚିତ ଜାତିର ହୋଇଥିବାବେଳେ ୨ ଜଣ ଅନୁସୂଚିତ ଜନଜାତି ଓ ୫ଜଣ ପଛୁଆ ବର୍ଗର ବିଧାୟକ । ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଏମାନଙ୍କୁ ଶପଥ ପାଠ କରାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login