ନୂଆଦିଲ୍ଲୀ : ଆମେରିକାରେ ୫ ଜଣଙ୍କୁ ଗୁଳିକରି ଜୀବନ ନେଇଗଲେ । ନ୍ୟୁୟର୍କର ମିଡଟାଉନ ମାନହାଟନରେ ଫାୟାରିଂ । ଗୁଳିମାଡରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ । ୫ଜଣଙ୍କୁ ଆକ୍ରମଣ କରିବା ପରେ ନିଜକୁ ଗୁଳି କରିଥିଲେ ଆତଙ୍କୀ । ସୂଚନାନୁଯାୟୀ, ପାର୍କ ଆଭିନ୍ୟୁରେ ଥିବା ଏକ ଅଫିସ୍ ବିଲ୍ଡିଂରେ ସନ୍ଧ୍ୟା ପ୍ରାୟ ୬.୩୦ମିନିଟ୍ ସମୟରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଆମେରିକାର କିଛି ଆର୍ଥିକ କମ୍ପାନୀ ଏବଂ ନ୍ୟାସନାଲ ଫୁଟବଲ୍ ଲିଗ୍ ରହିଛି । ନ୍ୟୁୟର୍କର ମ୍ୟାନହାଟନର ସିଟିରେ ଥିବା ଏକ ୪୪ ମହଲା ବିଶିଷ୍ଟ ବିଲଡିଂରେ ହଠାତ ଜଣେ ଯୁବକ ପସି ଲୋକଙ୍କ ଉପରେ ଆଖିବୁଜା ଫାୟାରିଂ କରିଥିଲେ । ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଯାହା ପରେ ଆକ୍ରମଣକାରୀ ନିଜକୁ ନିଜେ ଗୁଳି କରିଥିଲେ । ଏହା ପରେ ଘଟଣାସ୍ଥଳରେ ଟଳିପଡିଥିଲା । ଅଭିଯୁକ୍ତ ଆକ୍ରମଣକାରୀଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ମୃତଦେହ ନିକଟରୁ ପରିଚୟପତ୍ର ମିଳିଥିବା ଜଣାପଡିଛି । ମୃତ ଅଭିଯୁକ୍ତ ୨୭ ବର୍ଷୀୟ ସେନ ତାମୁରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ଏଫବିଆଇ ପହଞ୍ଚି ତଦନ୍ତ କରୁଛି ।
ଆମେରିକାରେ ଆଖିବୁଜା ଗୁଳିମାଡ !
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







