The Ultimate Managed Hosting Platform
ADVERTISEMENT

ଆମେଠି ଲୋକସଭା ଆସନରୁ ନାମାଙ୍କନ ଭରିଲେ ସ୍ମୃତି ଇରାନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଜେପି ନେତ୍ରୀ ସ୍ମୃତି ଇରାନୀ ଆମେଠି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉତ୍ତରପ୍ରଦେଶ ମନ୍ତ୍ରୀ ମୟଙ୍କେଶ୍ୱର ଶରଣ ସିଂହ ଏବଂ ଇରାନୀଙ୍କ ସ୍ୱାମୀ ଜୁବିନ ଇରାନୀ ମଧ୍ୟ ଏହି ରୋଡ୍ ସୋ’ରେ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଅନ୍ୟ ନେତାଙ୍କ ସହ ଇରାନୀ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗୌରୀ ଗଞ୍ଜସ୍ଥିତ ବିଜେପି କାର୍ୟ୍ୟାଳୟରୁ ଏକ ରୋଡ୍ ସୋ’ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାଯଁ୍ୟାଳୟ ଠାରୁ ପ୍ରାୟ ୨୦୦ ମିଟର ପୂର୍ବରୁ ରୋଡ୍ ସୋ’କୁ ବନ୍ଦ କରା ଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login