The Ultimate Managed Hosting Platform
ADVERTISEMENT

ଆଜି ବାର ଆସୋସିଏସନ ନିର୍ବାଚନ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ରାଜ୍ୟବ୍ୟାପୀ ବାର ଆସୋସିଆସନ କର୍ମକର୍ତ୍ତା ନିର୍ବାଚନ । ଭୁବନ ଓ କେନ୍ଦ୍ରାପଡାକୁ ଛାଡି ସମସ୍ତ ୧୫୩ଟି ବାରରେ ନିର୍ବାଚନ । ରାଜ୍ୟରେ ୪୦ ହଜାର ଆଇନଜୀବୀ କରିବେ ମତଦାନ । ହାଇକୋର୍ଟ ବାର ପାଇଁ ମଧ୍ୟ ଏକ ସଙ୍ଗେ ନିର୍ବାଚନ । ନିୟମ ମୁତାବକ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ପାଇଁ ମତ ଅଧିକାର ସାବ୍ୟସ୍ତ କରି ପାରିବେ। ହାଇକୋର୍ଟ ବାର ଆସୋସିଏସନ ର ସଭାପତି , ଉପ ସଭାପତି , ସମ୍ପାଦକ , ଯୁଗ୍ମ ସମ୍ପାଦକ , ସହକାରୀ ସମ୍ପାଦକ ସହ କାର୍ୟ୍ୟକାରୀ ସଦସ୍ୟ ଭଳି ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ସକାଳ ୮ ଟାରୁ ଦିନ ୩ ପର୍ୟ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ନ ୪ ଟା ପରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବାର ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login