The Ultimate Managed Hosting Platform
ADVERTISEMENT

ବିଜେପି ଯିବେ ସିଦ୍ଧାନ୍ତ !

Facebook
Twitter
LinkedIn

ବିଜେପିରେ ଯୋଗ ଦେଇପାରନ୍ତି ସିଦ୍ଧାନ୍ତ ମହାପାତ୍ର । ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ଯୋଗ ଦେବା ସମ୍ଭାବନା । ଆଜି ସାଢେ ୨ଟାରେ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login