ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତ୍ତି ସାମନ୍ଥ ଏବଂ ନାଗା । ହେଲେ ଦୁହେଁ ଅଲଗା ହୋଇଯାଇଛନ୍ତି। ବର୍ତ୍ତମାନ ଏବେ ଖବର ଆସିଛି କି ଅଲଗା ହେବା ପରେ ସାମନ୍ଥା ତାଙ୍କ ପୂର୍ବ ସ୍ୱାମୀଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରିବେ। ତେବେ ଉଭୟଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଏହି ସମୟରେ, ପ୍ରଶଂସକମାନେ ମଧ୍ୟ ଆଶା କରୁଛନ୍ତି କି ଦୁହେଁ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ।

Views: 205










