The Ultimate Managed Hosting Platform
ADVERTISEMENT

ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ।

Facebook
Twitter
LinkedIn

ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ଉପଲକ୍ଷେ, ବସ୍ତା ଡାକବଙ୍ଗଳା ସଭାଗୃହରେ ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ବସ୍ତା ଜେଏମଏଫସି କୋର୍ଟ ର ବିଚାରପତି ଗାୟତ୍ରୀ ମିଶ୍ର, ବସ୍ତା ଏସଡିପିଓ ଜଳନ୍ଧର ଜାଲି, ବସ୍ତା ଥାନା ଅଧିକାରି ବାରିଣି ଦାସ, ସିଂଲା ଥାନା ଅଧିକାରି ସଚିନ୍ଦ୍ର ମହାଳିକ ଓ ବାଲିଆପାଳ ଥାନାର ସବ ଇନସପେକଟର ସସ୍ମିତା ମଲ୍ଲିକ, ବସ୍ତା କୋର୍ଟ ର ଅଧିକାରୀ, ବାରର ପୂର୍ବତନ ସମ୍ପାଦକ ଗୌରହରି ବେହେରା ,ବର୍ତ୍ତମାନର ସମ୍ପାଦକ ଗୌତମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଜନ ସାଧାଧାରଣକୁ ଲିଗାଲ ସେବା ବାବଦରେ ଅବଗତ କରାଇବା ସହିତ ଏହାର ସୁବିଧା ସୁଯୋଗ ବିଷୟର ଆଲୋକ ପାତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୋର୍ଟର ସମସ୍ତ ଆଇନଜୀବୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login