The Ultimate Managed Hosting Platform
ADVERTISEMENT

୩୮ ଡିଗ୍ରୀ ଉପରେ ୪ ସହର

Facebook
Twitter
LinkedIn

ଭୁବନେଶ୍ୱର : ଅସମ୍ଭାଳ ତାତି । ୩୮ଡିଗ୍ରୀ ଟପିଲା ୪ ସହରର ତାପମାତ୍ରା । ଆସନ୍ତାକାଲି ୧୫ ଓ ୧୬ ତାରିଖ ପାଇଁ ପଶ୍ଚିମ ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି। ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀରକୁ ଆଲର୍ଟ ଜାରି ହୋଇଛି। ଦିନ ୨ଟା ପରେ ବଢ଼ିବ ଅସମ୍ଭାଳ ତାତି। ସମ୍ବଲପୁରର ତାପମାତ୍ରା ୩୮.୬ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ା ୩୮.୪, ରାଉରକେଲା ୩୮.୪ ଓ ହୀରାକୁଦ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଅସହ୍ୟ ହେଲାଣି ଖରା । ଏବେଠାରୁ ବାହାରକୁ ବାହାରିଲା କଷ୍ଟ ହୋଇ ଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login