The Ultimate Managed Hosting Platform
ADVERTISEMENT

୧୮ ହଜାର ଡେଟୋନେଟର ଜବତ

Facebook
Twitter
LinkedIn

କୋଇଡା : ୧୮ ହଜାର ଡେଟୋନେଟର ଜବତ କଲେ ସୁରକ୍ଷା ବାହିନୀ । ଟଣ୍ଟୋ ଥାନା ହୁସିପି ଗାଁ ନିକଟ ସରଣ୍ଡା ଜଙ୍ଗଲରୁ ଜବତ । ଝାଡଖଣ୍ଡ ଜାଗୁଆର ଏବଂ ସିଆରପିଏପ ୬୦ ବାଟାଲିୟନର ମିଳିତ ଅପରେସନ । ଉଦ୍ଧାର ପରେ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡିକୁ ନଷ୍ଟ କରିଦିଯାଇଛି। ଟଣ୍ଟୋ ଥାନା ହୁସିପି ଗାଁର ଜଙ୍ଗଲ ଓ ପାହାଡ଼ରେ ଏସବୁ ବିସ୍ଫୋରକ ଲୁଚାଇ ରଖାଯାଇଥିଲା । ଗୁପ୍ତ ସୂଚନା ଆଧାରରେ ଖବର ପାଇ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁରେ ଚଢ଼ାଉ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login