ରାଉରକେଲା : ମୁକୁଳା ସେଫଟି ଟାଙ୍କିରେ ପଡି ନାବାଳିକା ମୃତ । ରାଉରକେଲା ହକି ଷ୍ଟାଡିୟମ ନିକଟ ବସ୍ତିରେ ଅଘଟଣ । ସେଫଟି ଟାଙ୍କିରେ ଢାଙ୍କୁଣି ନ ଥିବାରୁ ପଡିଯାଇଥିବା ସନେ୍ଦହ । ନାବାଳିକା ଜଣକ ଗତକାଲି ରାତିରେ ଅନ୍ୟ ପିଲାଙ୍କ ସହ ଖେଳୁଥିବାବେଳେ ଟାଙ୍କି ଭିତରେ ପଡିଯାଇଥିଲେ । ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ଛେଣ୍ଡ ଥାନା ପୋଲିସ ।
Views: 51











