The Ultimate Managed Hosting Platform
ADVERTISEMENT

ଆଜି ଆଇପିଏଲ କ୍ୱାଲିଫାୟାର

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଆଇପିଏଲ ପ୍ରଥମ କ୍ୱାଲିଫାୟର ମ୍ୟାଚ । ପଞ୍ଜାବ କିଙ୍ଗସ ଓ ଆରସିବି ମଧ୍ୟରେ ଟ୍ରକ୍କର । ଚଣ୍ଡିଗଡରେ ସନ୍ଧ୍ୟା ସାଢେ ୭ଟାରେ ହେବ ମ୍ୟାଚ । ଆଗୁଆ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ଉଭୟ ଦଳ । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । ରାତି ସାଢ଼େ ୭ଟାରେ ମୁଲାନପୁରରେ ମ୍ୟାଚ । ଉଭୟ ଦଳ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛନ୍ତି । ନିଜର ଜୟଯାତ୍ରା ଜାରି ରଖି ଏହି ମ୍ୟାଚରେ ଫାଇନାଲ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଦୁଇ ଟିମ । ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଦୁଇ ଦଳ ଥିବାରୁ ଫାଇନାଲ ଯିବା ପାଇଁ କ୍ବାଲିଫାୟର ଦୁଇ ଖେଳିବାକୁ ଏମାନେ ସୁଯୋଗ ପାଇବେ । ଦୁଇ ଦଳ ଏପର୍ୟ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି । ଉକ୍ତ ଟ୍ରଫି ସ୍ବପ୍ନକୁ ପୂରଣ କରିବା ନେଇ ଉଭୟ ଦଳ ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଲକ୍ଷ୍ୟ ରଖିଛନ୍ତି । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ୍ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login