ନୂଆଦିଲ୍ଲୀ : ସାରା ଦେଶରେ ପ୍ରବଳ ବର୍ଷା । ଫଳରେ ଅନେକ ସହର ଜଳମଗ୍ନ । ନାହିଁ ନ ଥିବାର ସମସ୍ୟା । ଣି ଜମି ଟ୍ରାଫିକ୍ ଜାମ୍, ଭୂସ୍ଖଳନ ଏବଂ ବନ୍ୟା ଭଳି ସମସ୍ୟା । ଏହାର ସର୍ବାଧିକ ପ୍ରଭାବ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ସହରରେ ପାଣି ଜମା ହେତୁ ଗାଡ଼ି ଚଳାଚଳବନ୍ଦ ହୋଇ ରହିଛି । ଯାହା ଦ୍ବାରା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏନସିଆରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ଭାରତ ମଣ୍ଡପମ (ପ୍ରଗତି ମୈଦାନ), ଝିଲମିଲ ଅଣ୍ଡରପାସ୍, କୃଷ୍ଣ ନଗର, ଆଇଟିଓ, ଆଉଟର ରିଙ୍ଗ ରୋଡ୍, କାଲକାଜି, ଆଶ୍ରମ, ୱାଜିରାବାଦ, ଅକ୍ଷରଧାମ ଏବଂ ମଥୁରା ରୋଡ୍ ଭଳି ଅଞ୍ଚଳରେ ପ୍ରବଳ ଜଳାପୂର୍ଣ୍ଣ ଥିଲା । ଅନେକ ସ୍ଥାନରେ ରାସ୍ତାଗୁଡ଼ିକ ଜଳବନ୍ଦୀ ହୋଇ ରହିଥିଲା । ସେହିଭଳି ଭାବରେ ଦିଲ୍ଲୀ ଏନସିଆରର ଅନେକ ସ୍ଥାନରେ ସମାନ ପରିସ୍ଥିତି ଉପୁଜିଥିଲା । ଗୁରୁଗ୍ରାମର ଅନେକ ରାସ୍ତାରେ ପାଣି ଜମିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଯେଉଁଥି ପାଇଁ ଆମ୍ବୁଲାନ୍ସ ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ଏହା ବ୍ୟତୀତ ମଧ୍ୟପ୍ରଦେଶ ବିଦିଶାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଜଳବନ୍ଦୀ ହୋଇଛି ।
ସାରା ଦେଶରେ ବର୍ଷାର ତାଣ୍ଡବ , ଉତ୍ତର ପୂର୍ବରେ ବନ୍ୟା ପରିସ୍ଥିତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ
ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ...
ସରକାର ଡ୍ରାଇଭରଙ୍କ ଦାବି ପୂରଣ କରନ୍ତୁ ; ସରକାର ଶୋଇ ପଡିଛି , ଉଠାଇବାକୁ ହେବ
ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ । ସମାବେଶକୁ ଭଣ୍ଡୁର...
ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ
ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି...
“ଡବଲ ଇଞ୍ଜିନ ସରକାର ଧନୀଙ୍କ ପାଇଁ” : ରାହୁଲ
ଭୁବନେଶ୍ୱର : ଓଡିଶାରେ ଯାହାବି କିଛି ପ୍ରତିଷ୍ଠା ହୋଇଛି ଧନୀଙ୍କ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ କଂଗ୍ରେସ କରିଛି । ଭୁବନେଶ୍ୱରକୁ...