The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଞ୍ଚାଅ ସମାବେଶ : ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ ବିଜେପିର ପ୍ରେସମିଟ । କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚô ତ୍ରିପାଠୀ । କଂଗ୍ରେସ ଆଜି ମଧ୍ୟ ହତାସ ଭିତରେ ରହିଛି । କଂଗ୍ରେସ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛି । ସମ୍ବିଧାନ ବଞ୍ଚାଅ ସମାବେଶ ନୁହେଁ, ଏହା କଂଗ୍ରେସ ବଞ୍ଚାଅ ସମାବେଶ । ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡୁଛନ୍ତି । ସମ୍ବିଧାନର ହତ୍ୟାକାରୀ ମାନେ କଥା କହୁଛନ୍ତି । କଂଗ୍ରେସ ଲଗାତାର ସମ୍ବିଧାନର କଣ୍ଠରୋଧ କରି ଆସିଛି ।
୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ଭିଧାନର କଣ୍ଠରୋଧ କରିଥିଲା । ସେ ସମୟରେ ୫ ଥର ସମ୍ଭିଧାନ ସଂଶୋଧନ କରଯାଇଛି ଜ୍ଝ ୪୨ ତମ ସଂଶୋଧନରେ ସମ୍ଭିଧାନର ବିନା ଚର୍ଚ୍ଚା ଆଲୋଚନାରେ ମୁଖବନ୍ଧକୁ ବି ବଦଳାଇ ଦେଲେ । ରାହୁଲ ଗାନ୍ଧୀ କ୍ୟାବିନେଟର ସଦସ୍ୟ ନଥାଇ କ୍ୟାବିନେଟ ଅଧ୍ୟାଦେଶକୁ ଫାଡିକି ଫୋପାଡି ଥିବା ବ୍ୟକ୍ତି ସମ୍ଭିଧାନର କଥା କହିବେ । ୧୦୦ରୁ ଉର୍ଦ୍ଧ୍ଵ ଥର ସମ୍ଭିଧାନର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗି ହତ୍ୟା କରିଛି କଂଗ୍ରେସ । ସେହିପରି ରାଜ୍ୟରେ କଂଗ୍ରେସ ଆଜି ବି ହତାଶ ଭିତରେ ଅଛି । ଓଡ଼ିଶାବାସୀଙ୍କ ଠାରୁ ଦୂରେଇ ଯାଇଛି । ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ, କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ମୋଦୀ ସରକାର ଓଡିଶାକୁ ଭରପୁର ସମର୍ଥନ କରୁଛନ୍ତି । ମନମୋହନ ସରକାରରେ ଓଡିଶା ପାଇଁ କହିଲେ ଟଙ୍କା କଣ ଗଛରେ ଫଳୁଛି । ଖଡ଼ଗେ ମହାମହିମ ରାଷ୍ଟ୍ରପତିଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ଘୋର ନିନ୍ଦନୀୟ । ଓଡିଶା ମାଟିରେ କ୍ଷମା ପ୍ରାର୍ଥନା କରନ୍ତୁ ଖଡ଼ଗେ । ପ୍ରାୟଶ୍ଚିତ କରିବା ଦରକାର ଜ୍ଝ କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ । କଂଗ୍ରେସକୁ ବଞ୍ଚାଇବାକୁ ସେମାନେ ଆସିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login