The Ultimate Managed Hosting Platform
ADVERTISEMENT

ସତ ମାନିଲେ ହଂସିତା ! ସରୋଜ ମୋ ସ୍ୱାମୀ, ତାଙ୍କ ଦେଖାଶୁଣା ପାଇଁ ଜାମିନ ଜରୁରୀ

Facebook
Twitter
LinkedIn

ଭୁବନେଶ୍ୱର: ମୋ ସ୍ୱାମୀ ସରୋଜ ସାହୁ। ତାଙ୍କ ଦେହ ଖରାପ ଅଛି। ମୁଁ ତାଙ୍କର ଦେଖାଶୁଣା କରିବି। ତେଣୁ ମତେ ଜାମିନ ମିଳୁ। ଏଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତା ଅଭିଲିପ୍ସାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍-୨(ଏଡିଜେଏମ୍-୨)ଙ୍କ କୋର୍ଟରେ ହଂସିତାଙ୍କ ଓକିଲ ଏଭଳି ଆବେଦନ କରିଛନ୍ତି। ଜାନୁଆରି ୧୮ ତାରିଖକୁ ଜାମିନ ଶୁଣାଣି ପାଇଁ କୋର୍ଟ ଧାର୍ୟ୍ୟ କରିଛନ୍ତି। ସିଜର ଲିଷ୍ଟରେ ଅନିଲ ମହାନ୍ତି ସ୍ୱାମୀ ବୋଲି ହଂସିତା ଉଲ୍ଲେଖ କରିଥିଲେ । ଫଳରେ ଫରୱାର୍ଡ଼ିଂ ଲେଟରରେ ଇନଫୋସିଟି ପୁଲିସ ଅନିଲ ମହାନ୍ତିଙ୍କୁ ହଂସିତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲେ। ତେବେ ହଂସିତା ଏବେ ଜାମିନ ପାଇଁ ସରୋଜଙ୍କୁ ନିଜ ସ୍ୱାମୀ ବୋଲି କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login