The Ultimate Managed Hosting Platform
ADVERTISEMENT

ସକାଳୁ ଉଠି କାହା ମୁହଁ ଦେଖିଲେ ଶୁଭ ?

Facebook
Twitter
LinkedIn

ବ୍ୟୁରୋ : ଆପଣ ଜାଣିଛନ୍ତି କି ସକାଳୁ ଉଠି ଆପଣ କାହା ମୁହଁ ଦେଖିଲେ ତାହା ଶୁଭ ହୋଇଥାଏ । ଆପଣ ଜାଣିଛନ୍ତି କି ? ଏସବୁ କଥା ଆମେ ବେଳେ ବେଳେ ଭାବୁଥାଉ । ତେଣୁ ସକାଳୁ ଉଠି ଆପଣ ଏହି ସବୁ କିଛି କରନ୍ତୁ ଯାହା ଦ୍ୱାରା ଆପଣଙ୍କର ଦିନଟି ମଙ୍ଗଳମୟ ହେବ । ସବୁବେଳେ ସକାଳୁ ବ୍ରାହ୍ମ ମୂହୁର୍ତ୍ତରୁ ଉଠିବେ । ଅର୍ଥାତ ୩-୪ ମଧ୍ୟରେ ଉଠିବେ । ବାହ୍ମ ମୂହୁର୍ତ୍ତରୁ ଉଠିଲେ ଦେହ ଭଲ ରୁହେ । ଅଯଥାରେ ସେମାନଙ୍କ ପଇସା ଖର୍ଚ୍ଚ ହୁଏ ନାହିଁ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଆପଣଙ୍କୁ ଉଠିବାକୁ ପଡିବ । ସେହି ସମୟରେ ଉଠି ଆପଣ ପ୍ରଥମେ ନିଜର ଦୁଇ ହାତକୁ ଘସି ଦେବେ । ସେଥିରେ ଉର୍ଜା ଆସିଯିବ । ପ୍ରଥମେ ନିଜ ହସ୍ତକୁ ହିଁ ଦର୍ଶନ କରିବେ । ତେବେ ଆପଣ ଗୋମାତାଙ୍କୁ ବି ଦର୍ଶନ କରି ପାରିବେ । ଆଉ କାହାରି ମୁହଁ ଦେଖି ନ ଥିବେ ଯେପରି । ଏହା ଛଡା ସୈାଭାଗ୍ୟବତୀ ନାରୀଙ୍କୁ ବି ଦେଖିଲେ ଶୁଭ ନହୋଇଥାଏ । ଯିଏ ମସ୍ତକରେ ସିନ୍ଦୂର ଧାରଣ କରିଥିବେ । ସେ କଳହ ନାରୀ ହୋଇ ନ ଥିବେ । ତା ହେଲେ ଆପଣଙ୍କର ଦିନ ମଙ୍ଗଳଏବଂ ଶୁଭଙ୍କର ବି ହୋଇଥିବ । ତେଣୁ ସବୁ ବେଳେ ସକାଳୁ ନା ବ୍ରାହ୍ମଣ ଥିବେ ନା ଗୋମାତାଙ୍କର ଦର୍ଶନ ମିଳିବା ସମ୍ଭବ ନୁହେଁ । ତେଣୁ ସକାଳୁ ଉଠି ଆପଣ ନିଜ ପାପୁଲିକୁ ଦେଖିବେ । ତେବେ ଆପଣ ପାପୁଲିକୁ କାହିଁକି ଦେଖିବେ । ପାପୁଲିର ଅଗ୍ରଭାଗ କହିଲେ ଆଗ ଭାଗ ଯେଉଁଠି ଆମର ଆଙ୍ଗୁଠି ରହୁଛି ସେହି ଜାଗାରେ ମା ଲକ୍ଷ୍‌ମୀ ଅଛନ୍ତି । ମଝି ଭାଗ ଯେଉଁଠି ଦେଖିବେ ଆପଣ ଦୁଇ ହାତ କୁ ଯୋଡି ଦେବେ ମଝିର ଯେଉଁ ରେଖା ଦୁଇଟି ଯୋଡି ହୋଇ ଯାଉଥିବ ସେଠି ମା ସରସ୍ୱତୀ ଅଛନ୍ତି । ହାତର ମୂଳ ଭାଗ ଯେଉଁଠି ଆମେ ଘଣ୍ଟା ଲଗାଇଥାଏ ସେହି ମୂଳ ଭାଗରେ କେହି କେହି କୁହନ୍ତି ଭଗବାନ ବିଷ୍ଣୁ ଅଛନ୍ତି । ତେଣୁ ବ୍ରାହ୍ମ ମୂହୁର୍ତ୍ତରେ ଆପଣ ଉଠିଲେ ନିଜ ହାତକୁ ଦର୍ଶନ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login