The Ultimate Managed Hosting Platform
ADVERTISEMENT

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ଗଣମାଧ୍ୟମ ସିଏନବିସିକୁ ଦେଇଥିବା ସାକ୍ଷାତକାରରେ ୨୪ ଘଣ୍ଟାରେ ଭାରତ ଉପରେ “ଅତ୍ୟନ୍ତ ଉଲ୍ଲେଖନୀୟ’’ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା ଥିବା ଘୋଷଣା କରିଛନ୍ତି । କହିଛନ୍ତି ରୁଷୁରୁ ଭାରତ ତେଲ କିଣିବା ଜାରି ରଖିଛି । ଏପରିକି ଭାରତକୁ ରୁଷ ଇନ୍ଧନ ଯୋଗାଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ପୂର୍ବରୁ ଭାରତ ଉପରେ ୨୫% ଟାରିଫ ଲାଗାଇଛି ଆମେରିକା । ଆସନ୍ତା ୭ ତାରିଖରୁ ନୂଆ ଟାରିଫ ଲାଗୁ ହେବ। ଆମେରିକା ରୁଷିଆରୁ ୟୁରାନିୟମ, କେମିକାଲ ଓ ଫର୍ଟିଲାଇଜର୍ସ କିଣାଯାଉଥିବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ମୁଁ ଏ ବିଷୟରେ ଜାଣିନି । ମତେ ଏ ବିଷୟରେ ଅନୁଧ୍ୟାନ କରିବାକୁ ପଡିବ ବୋଲି କହିଛନ୍ତି ଟ୍ରମ୍ପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login