ଭୁବନେଶ୍ୱର : ସୁନାର ସର୍ବକାଳୀନ ରେକର୍ଡ । ୧ ଲକ୍ଷ ଟଙ୍କା ଟପିଲା ସୁନା ଦର । ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା । ଦିନକରେ ବୃଦ୍ଧି ପାଇଲା ୩ ହଜାର ଟଙ୍କା । ୨୨ କ୍ୟାରେଟ ସୁନା ଦର ୯୨ ହଜାର ୯୦୦ ଟଙ୍କା । ଆଗକୁ ଆହୁରି ସୁନା ଦର ବଢିବା ନେଇ କୁହା ଯାଉଛି। ଅଧିକ ରେଟ୍ ଯୋଗୁଁ ବେପାର କମିବା ଆଶଙ୍କା ରହିଛି। ବିଶ୍ଵ ଆର୍ଥିକ ସ୍ଥିତି ଓ ଟ୍ରମ୍ପଙ୍କ ଟ୍ରେଡ୍ ୱାର ପାଇଁ ଏପରି ଅବସ୍ଥା ବୋଲି କୁହାଯାଉଛି।
Views: 27