The Ultimate Managed Hosting Platform
ADVERTISEMENT

“ମାଲ୍ୟଗିରି”ରେ ଏକାଠି ନଜର ଆସିବେ ବାବୁଶାନ ଓ ଅମ୍ଲାନ

Facebook
Twitter
LinkedIn

ବ୍ୟୁରୋ : ପୁଣି ଥରେ ଏକ ନିଚ୍ଛକ ସତ କାହାଣୀକୁ ନେଇ ପରଦା ଉପରକୁ ଆସିବ ଓଡିଆ ଫିଲ୍ମ ମାଲ୍ୟଗିରି । ଯେଉଁଥିରେ ଓଲିଉଡ ଜଗତର ଦୁଇ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ । ବାବୁଶାନ ଓ ଅମ୍ଲାନଙ୍କୁ ନେଇ ଏହି ଫିଲ୍ମଟି ତିଆରି କରାଯିବ । ସତ କାହାଣୀ ଦମନ ର ହିଟ ପରେ ମାଲ୍ୟଗିରି ଆଗାମୀ ରଜ ସମୟରେ ରିଲିଜ ହୋଇପାରେ । ତେବେ ବାବୁଶାନ ଓ ଅମ୍ଲାନଙ୍କ ଅପୋଜିଟରେ ନଜର ଆସିବେ ଶିବାନୀ ଓ ସୂର୍ଯ୍ୟମୟୀ । ଏହି ଫିଲ୍ମର ନିଦେ୍ର୍ଦଶନା ପିନାକୀ ସିଂ ଓ ଶିଶିର କୁମାର ସାହୁ ଦେଉଥିବା ବେଳେ ପ୍ରୟୋଜନା ଭାର ସମ୍ଭାଳିଛନ୍ତି ରିଙ୍କୁ ରିନୁ ଜେନା ଓ ଗିରିଜା ଶଙ୍କର । ଏହାର ସଙ୍ଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ଗୈାରବ ଆନନ୍ଦ ।
ତେବେ ଫିଲ୍ମଟି ରଜ ସମୟରେ ରିଲିଜ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଥିବା ବେଳେ ସୁପରଷ୍ଟାର ଅନୁଭବଙ୍କର ଫିଲ୍ମ ରାବଣ ମଧ୍ୟ ରିଲିଜ ହେବା ନେଇ ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login