The Ultimate Managed Hosting Platform
ADVERTISEMENT

ମାଲକାନଗିରିରେ ଏନଆଇଏ ରେଡ

Facebook
Twitter
LinkedIn

ମାଲକାନଗିରି : ମାଲକାନଗିରି ମୋଟୁରେ ଏନଆଇଏ ରେଡ । ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏ ରେଡ । ସୁକମାର ୨ଟି ସ୍ଥାନରେ ମଧ୍ୟ ରେଡ କରୁଛି ଏନଆଇଏ । ନକ୍ସଲ ଲିଙ୍କରେ ଏନାଇଏ ରେଡ କରୁଥିବା ସୂଚନା । ସୁକମାର ଦୁଇ ବ୍ୟବସାୟୀ ଜଣେ ସପ୍ତାହିକ ବଜାରରେ ବ୍ୟବସାୟ କରୁଥିବା ବେଳେ ଆଉ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ । ଏମାନେ ମାଓବାଦୀ କାର୍ୟ୍ୟକଳାପରେ ସାମିଲ ଥିଲେ। ଦୁଇ ଜଣଙ୍କୁ ପୋଲିସ ଗତ ସେପ୍ଟେମ୍ବର ୨୬ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ସେମାନଙ୍କ ବାସଭବନରେ ଏନଆଇଏ ଟିମ ରେଡ଼ କରି ଅଧିକ ତଥ୍ୟ ଖୋଳତାଡ଼ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login