ୟୁପି : ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଜଣେ ବ୍ୟକ୍ତି ବାଗେଶ୍ୱର ଧାମର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଅଶ୍ଳୀଳ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଉପରେ ଏକ ମାମଲା ରୁଜୁ ହୋଇଛି। ସର୍କଲ ଅଫିସର ପ୍ରିୟଙ୍କା ଜୈନ କହିଛନ୍ତି ଯେ ଶାହାଜାହାନପୁର ଜିଲ୍ଲାର ଦବହୁରା ଗାଁର ବାସିନ୍ଦା ଇରଶାଦ ହୁସେନ ଏହି ପୋଷ୍ଟକୁ ଫେସବୁକରେ ସେୟାର କରିଛନ୍ତି।
ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ସୁରେଶ ଶର୍ମା ପପୁ ଅଭିଯୋଗ କରିଛନ୍ତି ଯେ ଏହି ପୋଷ୍ଟଟି ଅଶ୍ଳୀଳ ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଆଇପିସି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ଧାରା ୧୫୩ଏ, ୨୯୫ଏ ଏବଂ ୫୦୫ (୨) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ଧିରେନ୍ଦ୍ର ଶାସ୍ତ୍ରୀ ପାଟନାରେ ଥିବାବେଳେ ବିବାଦରେ ଛନ୍ଦି ହୋଇଯାଇଥିଲେ। ପାଟଣାର ନୈବାଟପୁରରେ ସେ ଯେଉଁ ଗାଡି ଚଳାଉଥିଲେ ତାହା ଟ୍ରାଫିକ ନିୟମ ଉଲ୍ଲଂଘନ କରି ଚାଲାଣ କଟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ସାଂସଦ ମନୋଜ ତିୱାରୀ ଏବଂ ଧିରେନ୍ଦ୍ର ଶାସ୍ତ୍ରୀ ମେ ୧୩ ରେ ପାଟନା ବିମାନବନ୍ଦରରୁ ଗାନ୍ଧୀ ମଇଦାନକୁ ଯାଉଥିବାବେଳେ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଏହି ମାମଲାର ତଦନ୍ତ ଶେଷ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧୦୦୦ ଟଙ୍କା ମୂଲ୍ୟର ଏକ ଚାଲାଣ କଟାଯାଇଛି। ସୂଚନାଯୋଗ୍ୟ ଯେ ଧୀରନ୍ଦ୍ର ଶାସ୍ତ୍ରୀ ହନୁମାନଥ କଥା କହିବା ପାଇଁ ମେ ୧୩ ରେ ଏଠାରେ ପହଞ୍ଚିଥିଲେ।
ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ , ପୁଲିସର ତଦନ୍ତ ଜାରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...