The Ultimate Managed Hosting Platform
ADVERTISEMENT

ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରେ ଟ୍ରମ୍ପ ସରକାର ଗୋଟିଏ ପରେ ଗୋଟିଏ ଅନେକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଉଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶ ୟୁନୁସ ସରକାରଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି । ବାଂଲାଦେଶକୁ ଆମେରିକା ଯୋଗାଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବାକୁ ଯାଉଛି । ଟ୍ରମ୍ପ୍ ସରକାର ରବିବାର ଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏହି ବିଷୟରେ ୟୁଏସ୍ଏଆଇଡି ଦ୍ୱାରା ଏକ ଚିଠି ମଧ୍ୟ ଜାରି କରାଯାଇଛି । ଏହି ଚିଠିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ୟ୍ୟନିବାର୍ହୀ ଆଦେଶକୁ ଦର୍ଶାଇ କୁହାଯାଇଛି ଯେ, ୟୁଏସ୍ଏଆଇଡି ଏବଂ ବାଂଲାଦେଶ ଚୁକ୍ତିନାମା ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ସବ୍ସିଡି, ସହଯୋଗୀ ଚୁକ୍ତିନାମା କିମ୍ବା ଅନ୍ୟାନ୍ୟ ସହାୟତାକୁ ତୁରନ୍ତ ସ୍ଥଗିତ ରଖିବାକୁ ସମସ୍ତ ୟୁଏସ୍ଏଆଇଡି ସହଭାଗୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାର ଏହି ପଦକ୍ଷେପ ବାଂଲାଦେଶ ପାଇଁ ବଡ଼ ଝଟ୍କା ହେବ ବୋଲି କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login