The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷା ଯୋଗୁ ଘାଟିରେ ଧସିଲା ମାଟି ଅତଡା

Facebook
Twitter
LinkedIn

ଭଞ୍ଜନଗର : ପ୍ରବଳ ବର୍ଷା ଯୋଗୁ ଘାଟିରେ ଧସିଲା ମାଟି ଅତଡା । ଘାଟିରେ ରାସ୍ତା କାମ ଚାଲିଥିବା ବେଳେ ଧସିଲା ମାଟି । ପାହାଡ ତଳକୁ ଖସି ପଡିଲା ୨ଟି ଜେସିବି । ଘାଟିରେ ରାସ୍ତା କାମ ଚାଲିଥିବା ବେଳେ ଧସିଲା ମାଟି । ଗତ ରାତିରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ, ବର୍ଷା ଯୋଗୁଁ ମାଟି ଅତଡା ଖସି ପଡ଼ିଛି । ତେବେ ଏଥିରେ କୈାଣସି ଲୋକଙ୍କର କ୍ଷତି ହୋଇନାହିଁ । ସୂଚନା ପ୍ରକାରେ ଏକ ଠିକା ସଂସ୍ଥା ଦ୍ବାରା ଘାଟି ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଛି । ସକାଳୁ ସକାଳୁ ଘାଟି ତଳକୁ ଖସି ପଡ଼ିଥିବା ଜେସିବି ମେସିନକୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login