ଜଳେଶ୍ୱର : ସମୁଦ୍ରରେ ବୁଡି ଜଣେ ମୃତ , ଜଣେ ନିଖୋଜ । ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଅଘଟଣ । ଗାଧୋଇବାକୁ ଯାଇ ୪ ଜଣ ପର୍ଯ୍ୟଟକ ବୁଡିଗଲେ । ଉଦ୍ଧାର ୨ ଜଣଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ମୃତ । ଖବର ପାଇ ପ୍ରଶାସନ ପକ୍ଷରୁ ପର୍ୟ୍ୟଟକ ମାନଙ୍କୁ ଉଦ୍ଧାର କରିବା ପାଂଇ ସ୍ପିଡ ବୋଟ ପଠାଯାଇ ଥିଲା । ସେହିପରି ନିଖୋଜ ପର୍ୟ୍ୟଟକଙ୍କର ପତ୍ତା ମିଳୁନଥିବାରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।
Views: 47











