The Ultimate Managed Hosting Platform
ADVERTISEMENT

ନୈାସେନାକୁ ମିଳିବ ରାଫେଲ ବଳ

Facebook
Twitter
LinkedIn

ନୂଆଦିଲ୍ଲୀ : ବାୟୁ ସେନା ପରେ ନୈାସେନାକୁ ମିଳିବ ରାଫେଲ ବଳ । ଆଜି ଫ୍ରାନ୍ସ ସହ ମେଗା ରାଫେଲ ଡିଲ କରିବ ଭାରତ । ୬୩ ହଜାର କୋଟିରେ ୨୬ଟି ରାଫେଲ ବିମାନ କିଣିବ ଭାରତ । ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ ସିଟର ରାଫେଲ ଜେଟ କିଣିବ ଭାରତ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଡିଲ ନେଇ ସ୍ବାକ୍ଷର ହେବ। ୨୬ଟି ରାଫେଲ ମଧ୍ୟରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ। ଡିଲରେ ମୋହର ବାଜିବା ପରେ ୨୦୨୮ରୁ ୨୦୨୯ ମଧ୍ୟରେ ବିମାନର ଡେଲିଭରୀ ଆରମ୍ଭ ହେବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login