The Ultimate Managed Hosting Platform
ADVERTISEMENT

ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ପୋଲସରା : ଟ୍ରଲରକୁ ଓଭରଟେକ୍ ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା ଦୁଇ ଜୀବନ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଷୋଳମାଇଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଗୋଟିଏ ବାଇକ ଲୁହା ବୋଝେଇ ଟ୍ରଲର ଚକା ତଳେ ପସିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖଦାଳ ମହାରଣା ଓ ଶଶାଙ୍କ ମହାରଣା । ଉଭୟ ସମ୍ପର୍କରେ ବଡବାପା ଓ ପୁତୁରା । ଅନ୍ୟ ବାଇକ ଚାଳକ ଗୁରୁତର ଅଛନ୍ତି । ତାଙ୍କୁ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login