The Ultimate Managed Hosting Platform
ADVERTISEMENT

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

Facebook
Twitter
LinkedIn

ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଭାରତ ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୫ଟନର ବାଲି ଏହି ବାଲୁକାକଳା ପାଇଁ ବ୍ୟବହାର କରାଯାଇଛି । ଗତ ୨୦୧୪ମସିହାରୁ ହୋଇଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଲୁକାକଳାରେ ଦର୍ଶାଯାଇଛି।ଦେଶ ସାରା ଲୋକେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ୧୧ ବର୍ଷର ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ , ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର : ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍...

ADVERTISEMENT
ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଦିଙ୍କ ୧୦୦୦ କୋଟି ଟଙ୍କା ଭେଟି

ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା , ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ

ନୂଆଦିଲ୍ଲୀ : ଟାରିଫ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା । ଚାଷୀଙ୍କ ସ୍ୱାର୍ଥ ସହ କେବେ ସାଲିସ କରାଯିବ ନାହିଁ କହିଲେ ମୋଦି...

Login